Posts

Showing posts from August, 2025

ବିନା କାରିଆ ଓ ଅନ୍ୟାନ୍ୟ ଲୋକନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାରେ ରାଜକୁମାର ସାହୁ

Image
ଫୋକ୍‌ ଥିଏଟର ଡାଣ୍ଡା ନୃତ୍ୟ – ବିନା କାରିଆ ଓ ଅନ୍ୟାନ୍ୟ ଲୋକନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାରେରାଜକୁମାର ସାହୁ ସଦା ସଚେଷ୍ଟ ରହୁଛନ୍ତି।ସେ ରାସ୍ତା ନାଟକ ଓ ପ୍ରଗତିଶୀଳ କଥାବସ୍ତୁର ନାଟକ ପାଇଁ ବିଶେଷପରିଚିତ।ତାଙ୍କର କଳାକାରୀ କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ସମାଜକୁ ସଚେତନ କରିବା, ଅନ୍ୟାୟ, କୁସଂସ୍କାର, ଅସମାନତାକୁ ହଟାଇବାରେ ଏକ ସକ୍ରିୟ ପ୍ରୟାସ।ତାଙ୍କର ଅଭିନୟରେ ଲୋକସଂସ୍କୃତିର ସୁଗନ୍ଧ, ସମାଜ ସୁଧାରରଗାମ୍ଭୀର୍ୟ ଓ ମାଟିର ସ୍ନେହର ସ୍ପର୍ଶ ମିଳେ।ସେ, ତାଙ୍କର ନାଟକୀୟ ରଚନାରେ ସତ୍ୟ, ସାହସ ଓ ସମାଜିକ ସନ୍ଦେଶକୁ ଅନୁଭୂତିମୟ ଭାବରେ ପ୍ରସ୍ତୁତ କରି, ଲୋକମାନଙ୍କ ହୃଦୟରେ ସଚେତନତାର ପ୍ରଜ୍ୱଳିତ ଶିଖା ଜଳାନ୍ତି।  

ରାଜକୁମାର ସାହୁ Rajkumar Sahu of Dholbandh ,Bargarh Of Odisha

ପିଲାଦିନରୁ ନାଟ୍ୟକଳୋର ରୁଚି ରଖି ରାଜକୁମାର ସାହୁ ‘ଲୁ’ ନାଟ୍ୟ ସଂସ୍ଥା ପଦ୍ମପୁରରୁ ପ୍ରେଫସର କେଶରଞ୍ଜନ ପ୍ରଧାନଙ୍କ ଅଧୀନେର ନାଟ୍ୟକଳା ଶିକ୍ଷା ଲାଭ କରନ୍ତି । ସେ ୨୦୦୩ ମସିହାରୁ ନାଟ୍ୟରଚନୋର ବ୍ରତୀ ହୋଇ ଏଯାବତ୍ ୩୮ଟି ନାଟକ ରଚନା କରିଛନ୍ତି ଯାହାକି େଅନକ ସ୍ଥାନେର ମଂଚସ୍ଥ ହୋଇ ଉଚ୍ଚ ପ୍ରଂଶସିତ ହୋଇଛି । ‘ଦାଦନ’,’ଅଭିମନ୍ୟୁର କଥା’,’କୁନ୍ଦୁଲି ରାଏଜର ଝି’,’ଜାଏତ ଭିନ ଭିନ ମୁନୁଷ ଏକ’ ଆଦି ନାଟକ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭୋବ ପୁରସ୍କୃତ ହୋଇଥିବା େବେଳ ନାଟକ ‘ମାତା ସାବିତ୍ରୀ ବାଈ ଫେୁଲ’,’କୁନ୍ଦୁଲି ରାଏଜର ଝି’,େ’ମାର କାଏଁ ଦୋଷ’,’ମମତା ମାଉସୀର କଥା’ ଆଦି ନାଟକ ଲୋକପ୍ରିୟ ହୋଇ ବହୁବାର ପ୍ରଦଶିର୍ତ ହୋଇଛି । ତାଙ୍କର ୧୧ଟି ନାଟ୍ୟ ପୁସ୍ତକ ପ୍ରକାଶିତ ହୋଇଥିବା େବେଳ ୨୨ଟି ନାଟକ ସ୍ଥାନିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଓଡିଶା ସଙ୍ଗୀତ ନାଟକ ଏକୋଡମୀ,ଭୁବେନଶ୍ୱର ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଦ୍ୱାରା ଅୋୟାଜିତ ଜାତୀୟ ନାଟ୍ୟ ରଚନା କମର୍ଶାଳା, (ଭଞ୍ଜ କଳା ମଣ୍ଡପ, ଭୁବେନଶ୍ୱର), ୧୮–୨୫ ଜୁଲାଇ ୨୦୨୩ ରେ ଅଂଶଗ୍ରହଣ କରଛନ୍ତି । କେନ୍ଦ୍ର ସଙ୍ଗୀତ ନାଟକ ଏକୋଡମୀ, ନୂଆଦିଲ୍ଲୀ ଦ୍ୱାରା ପରିଚାଳିତ କଳାଦୀକ୍ଷା କାଯ୍ୟର୍କ୍ରମେର ଅମୃତ ପୁରସ୍କାରପ୍ରାପ୍ତ ଗୁରୁ ଆନନ୍ଦ ବାଗଙ୍କ ସହ ବ୍ରହ୍ମବୀଣୋର ସହାୟକର ଦାୟିତ୍ୱ ତୁଳାଉଛନ୍ତି । ଗାେଁର ‘ସେଚତନ ହେମା’ ନାମେର ଏକ ନାଟକ ସଂସ୍ଥା ଗ...