ରାଜକୁମାର ସାହୁ Rajkumar Sahu of Dholbandh ,Bargarh Of Odisha
ପିଲାଦିନରୁ ନାଟ୍ୟକଳୋର ରୁଚି ରଖି ରାଜକୁମାର ସାହୁ ‘ଲୁ’ ନାଟ୍ୟ ସଂସ୍ଥା ପଦ୍ମପୁରରୁ ପ୍ରେଫସର କେଶରଞ୍ଜନ ପ୍ରଧାନଙ୍କ ଅଧୀନେର ନାଟ୍ୟକଳା ଶିକ୍ଷା ଲାଭ କରନ୍ତି । ସେ ୨୦୦୩ ମସିହାରୁ ନାଟ୍ୟରଚନୋର ବ୍ରତୀ ହୋଇ ଏଯାବତ୍ ୩୮ଟି ନାଟକ ରଚନା କରିଛନ୍ତି ଯାହାକି େଅନକ ସ୍ଥାନେର ମଂଚସ୍ଥ ହୋଇ ଉଚ୍ଚ ପ୍ରଂଶସିତ ହୋଇଛି । ‘ଦାଦନ’,’ଅଭିମନ୍ୟୁର କଥା’,’କୁନ୍ଦୁଲି ରାଏଜର ଝି’,’ଜାଏତ ଭିନ ଭିନ ମୁନୁଷ ଏକ’ ଆଦି ନାଟକ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭୋବ ପୁରସ୍କୃତ ହୋଇଥିବା େବେଳ ନାଟକ ‘ମାତା ସାବିତ୍ରୀ ବାଈ ଫେୁଲ’,’କୁନ୍ଦୁଲି ରାଏଜର ଝି’,େ’ମାର କାଏଁ ଦୋଷ’,’ମମତା ମାଉସୀର କଥା’ ଆଦି ନାଟକ ଲୋକପ୍ରିୟ ହୋଇ ବହୁବାର ପ୍ରଦଶିର୍ତ ହୋଇଛି । ତାଙ୍କର ୧୧ଟି ନାଟ୍ୟ ପୁସ୍ତକ ପ୍ରକାଶିତ ହୋଇଥିବା େବେଳ ୨୨ଟି ନାଟକ ସ୍ଥାନିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଓଡିଶା ସଙ୍ଗୀତ ନାଟକ ଏକୋଡମୀ,ଭୁବେନଶ୍ୱର ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଦ୍ୱାରା ଅୋୟାଜିତ ଜାତୀୟ ନାଟ୍ୟ ରଚନା କମର୍ଶାଳା, (ଭଞ୍ଜ କଳା ମଣ୍ଡପ, ଭୁବେନଶ୍ୱର), ୧୮–୨୫ ଜୁଲାଇ ୨୦୨୩ ରେ ଅଂଶଗ୍ରହଣ କରଛନ୍ତି । କେନ୍ଦ୍ର ସଙ୍ଗୀତ ନାଟକ ଏକୋଡମୀ, ନୂଆଦିଲ୍ଲୀ ଦ୍ୱାରା ପରିଚାଳିତ କଳାଦୀକ୍ଷା କାଯ୍ୟର୍କ୍ରମେର ଅମୃତ ପୁରସ୍କାରପ୍ରାପ୍ତ ଗୁରୁ ଆନନ୍ଦ ବାଗଙ୍କ ସହ ବ୍ରହ୍ମବୀଣୋର ସହାୟକର ଦାୟିତ୍ୱ ତୁଳାଉଛନ୍ତି । ଗାେଁର ‘ସେଚତନ ହେମା’ ନାମେର ଏକ ନାଟକ ସଂସ୍ଥା ଗଢି େଅନକ ଗ୍ରାମୀଣ କଳାକାରଙ୍କୁ ନାଟ୍ୟକଳା ଦେବା ସହ ଓଡିଶାର କଳା,ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ପାଇଁ ଅୋଗଇ ଆସିଛନ୍ତି । ଶିଶୁ ନାଟ୍ୟ କମର୍ଶାଳା ଅୋୟାଜନ ମାଧ୍ୟମେର ପ୍ରାୟ ୨୦୦ ଜଣ ଶିଶୁଙ୍କୁ ନାଟକ ଶିକ୍ଷା ଦେଇ ସାରିଛନ୍ତି । ଲୋକନାଟ୍ୟ ବୋଡାସମ୍ବରିଆ ଘୋଡାନାଚର ଜନକ ଭୋବ ପରିଚିତ ନାଟ୍ୟକାର ଦଣ୍ଡନୃତ୍ୟ,ବ୍ରହ୍ମବୀଣା ଆଦି ଲୋକନାଟ୍ୟ ଉପେର କାମ କରିଛନ୍ତି । ପ୍ରଗତିଶୀଳ ନାଟ୍ୟ ସହ ପରୀକ୍ଷାମୂଳକ ନାଟ୍ୟ ସମୀକ୍ଷା,ନାଟ୍ୟ ସନ୍ଦର୍ଭ ଆଦି ରଚନା କରି ନାଟକ ଜଗତର ଯୁବ ତାରକାଭୋବ େଅନକ ଅନୁଷ୍ଠାନରୁ ସମ୍ମାନିତ ହୋଇ ଓଡିଶାର ନାଟ୍ୟ କେଳବର ବୃଦ୍ଧି ଓ ସଂରକ୍ଷଣେର ସହାୟ ହୋଇପାରିଛନ୍ତି ।
Comments
Post a Comment